Jump to content

କୁଢ଼ାଇ ନେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଢ଼ାଇ ନେବା
ଉଚ୍ଚାରଣ: Kuṟẖāinebā
কুডিএ সউসা

ଦେ. କ୍ରି (ସଂ. କୁଟ ଧାତୁ) —

୧: ତଳେ ପଡ଼ିଥିବା ପଦାର୍ଥକୁ ଗୋଟେଇ ନେବା —୧. To pick up a thing from the ground.

୨: ଏକତ୍ର ଗଦା କରିବା — ୨. To gather into a heap.