Jump to content

କୁଢ଼ାଇ ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଢ଼ାଇ ହେବା
ଉଚ୍ଚାରଣ: Kuṟḍ̠&hline;āi hebā
কুড়িঅনড়ৈ इपट्ठा होना

ଦେ. କ୍ରି. (କୁଢ଼ାଇବାର କର୍ମବାଚ୍ୟ ପ୍ରଯୋଗ) —

୧: ଏକତ୍ର ହେବା —୧. To be gathered or collected at one place.

୨: କୌଣସି ବସ୍ତୁ ବହୁ ପରିମାମରେ ଏକ ସ୍ଥାନରେ ଅଜାଡ଼ିହିଇ ପଡ଼ିବା — ୨. To pour in at one place.

୩: ଗଦା ହେବା;ସ୍ତୂପୀକୃତ ହେବା — ୩. To yurn into a heap; to be amassed.