କୁଢ଼ି
ଦେଖଣା
କୁଢ଼ି —
ଉଚ୍ଚାରଣ: Kuṟḍ̠ẖi
কুড়ে,কুড়ি
काढ़ी, सुस्त
ଦେ. ବିଣ. (ସଂ. କୁଷ୍ଠ; ପ୍ରା. କୁଢ଼) —
୧: ଅଳସୁଆ; କୋଢ଼ିଆ; କର୍ମକୋଢ଼ି — ୧. Idle; lazy; indolent
୨: କୁଷ୍ଠ ରୋଗାକ୍ରାନ୍ତ — ୨. Attacked with leprosy.
୩: ହସ୍ତ ପଦାଦି ପଙ୍ଗୁ ହୋଇଥିବା; ପଙ୍ଗୁ; ବିକଳାଙ୍ଗ — ୩. Destitute of limbs on account of leprosy; maimed; mutilated.
ଦେ. ବି (ସଂ. କୁଷ୍ଟି) —
୧: କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତି — ୧. Leper.
୨: ଅଳସୁଆ ବ୍ୟକ୍ତି — ୨. Lazy fellow; loafer.