Jump to content

କୁଢ଼ିବୋବାଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଢ଼ିବୋବାଳି
ଉଚ୍ଚାରଣ: Kuṟḍ̠ẖibobāḻi

ଦେ. ବି —

ପଙ୍ଗୁ ପରି ଏକ ସ୍ଥାନରେ ପଡ଼ିରହି କ୍ରନ୍ଦନ କରିବା ବା ବୋବାଳି ଛାଡ଼ିବା —Lamentation like that of a helpless leper. (Unable to move).