କୁଣକ
ଦେଖଣା
କୁଣକ —
ଉଚ୍ଚାରଣ: Kuṇaka
ସଂ. ବି (କୁଣ୍ ଧାତୁ=ଶବ୍ଦ+କର୍ତ୍ତୃ. ଅକ; ତୁଳ. ଓ. କୁନି ପିଲା) —
୧: ସଦ୍ଯୋଜାତ ଜନ୍ତୁ — ୧. A young animalm just born.
୨: ନବଜାତ ଶିଶୁ —୨. Infant; baby.