କୁଣି
ଦେଖଣା
କୁଣି —
ଉଚ୍ଚାରଣ: Kuṇi
ସଂ. ବି. (କୁଣ୍ ଧାତୁ+କର୍ତ୍ତୃ. ଇ) —
୧: ହାତକେମ୍ପା; କେମ୍ପା — ୧. A cripple with a withered or crooked hand.
୨: ଇଢ଼ାଆଙ୍ଗୁଳି; ଆଙ୍ଗୁଠିରେ ଉଠିବା ଦୁଷ୍ଟ ବ୍ରଣ — ୨. A whitlow.
ଦେ. ବି. (ସଂ. କଣ) —
ରଗଡ଼ା ମୁଗ ଆଦିର କଣା; କଣି — Small particles of ground or husked grains.