Jump to content

କୁଣିଆଁ ପଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣିଆଁ ପଡ଼ିବା
ଉଚ୍ଚାରଣ: Kuṇiāñ paṟḍ̠ibā

ଦେ. ବି —

ଗୃହରେ ଅଭ୍ୟାଗତ ବନ୍ଧୁ ଆତିଥ୍ୟ ଗ୍ରହଣ କରିବା; ଗୃହରେ ବନ୍ଧୁବାନ୍ଧବ ଉପସ୍ଥିତ ହେବା —Arrival of guests in a man's house.

(ଯଥା—ଆଜି ଆମଘରେ କୁଣିଆଁ ପଡ଼ିଛନ୍ତି)