Jump to content

କୁଣୁଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣୁଆଁ
ଉଚ୍ଚାରଣ: Kuṇuāñ

ଦେ. ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା) —

କୁଣିଆଁ (ଦେଖ) Kuṇiāñ (see)

ସକାଳେ ମେଘ ମେଘ ନୁହେଁ ସକାଳ କୁଣୁଆଁ କୁଣୁଆଁ ନୁହେଁ ଫକୀରମୋହନ. ଛମାଣଆଠଗୁଣ୍ଠ