Jump to content

କୁଣେଇଚାହିଁବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣେଇଚାହିଁବା
ଉଚ୍ଚାରଣ: Kuṇei chāhiñbā
আড়েচাঁওয়া कनखियोसेदेखना

ଦେ. କ୍ରି —

ନେତ୍ର କୋଣଦ୍ବାରା ଦୃଷ୍ଟି କରିବା; ଆପଙ୍ଗା— ଦୃଷ୍ଟି କରିବା — To cast sidelong glances.