Jump to content

କୁଣ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍(ଧାତୁ) —
ଉଚ୍ଚାରଣ: Kuṇ (root)

ସଂ —

୧: ସାହାଯ୍ୟ କରିବା — ୧. To aid.

୨: ଶବ୍ଦ କରିବା —୨. To sound.

୩: ପରାମର୍ଶ ଦେବା —୩. To advise.

୪: କଥାକହିବା — ୪. To converse;to speak.

୫: ନିମନ୍ତ୍ରଣ ପରିବା —୫. To invite.

୬: ନମସ୍କାର କରିବା — ୬. To salute (Apte)