Jump to content

କୁଣ୍ଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଠା
ଉଚ୍ଚାରଣ: Kuṇṭhā

ଦେ. ବି. (ସଂ. କୁଣ୍ଠ ଧାତୁ; କୁଣ୍ଠତା) —

ସଂକୋଚ — Hesitation; scruples.

୨: କୌଣସି କାର୍ଯ୍ୟ କରିବାର ପଶ୍ଚାତ୍ପଦତା — ୨. Reluctance to do a thing.

୩: କୃପଣତା — ୩. Miserliness; niggardliness.