କୁଣ୍ଠିତ
ଦେଖଣା
କୁଣ୍ଠିତ —
ଉଚ୍ଚାରଣ: Kuṇṭhita
(କୁଣ୍ଠିତା—ସ୍ତ୍ରୀ)
ସଂ. ବିଣ.—(କୁଣ୍ଠ ଧାତୁ+କର୍ତ୍ତୃ. ତ) —
୧: ଦନ୍ଥରା ହୋଇଥିବା —୧. Blunted; dulled.
୨: ଲଜ୍ଜିତ —୨. Ashamed.
୩: ବାଧାପ୍ରାପ୍ତ —୩. Hampered; impeded.
୪: ସଂକୋଚଯୁକ୍ତ; କୁନ୍ଥୁକୁନ୍ଥୁ — ୪. Hesitating; scrupulous.
୫: ବିକଳାଙ୍ଗ କରାଯାଇଥିବା — ୫. Mutilated; maimed.
୬: ଅପ୍ରତିତ୍ —୬. Nonplussed; dulled.
୭: ଅକ୍ଷମ; ଅସମର୍ଥ —୭. Incompetent; impotent.
୮: କାତର —୮. Distressed.
୯: ଚତୁର୍ଦିଗରେ ଆବୃତ — ୯. Enveloped; dulled.
୧: ଅନିଛୁକ; ପଶ୍ଚାତ୍ପଦ — ୧୦. Unwilling; reluctant.
୧୧: ଧୃତ —୧୧. Grasped; held.
୧୨: ରୁଦ୍ଧ; ଅବରୁଦ୍ଧ —୧୨. Choked; encircled.
କଣ୍ଠେ କୁଣ୍ଠିତ ଅଶ୍ରୁମୁଖେ, ଦୁହିତା ସ୍ନେହେ ରଙ୍ଗ ଦୁଃଖେ— ଜଗନ୍ନାଥ. ଭାଗବତ
ଦେ. ବିଣ —
ବ୍ୟୟକୁଣ୍ଠ; କୃପଣ —Miserly; niggardly.