କୁଣ୍ଡଳିଆ
ଦେଖଣା
କୁଣ୍ଡଳିଆ —
ଉଚ୍ଚାରଣ: Kuṇḍaḻiā
ଦେ. ବିଣ —
୧: ଯେ କାନରେ କୁଣ୍ଡଳ ପିନ୍ଧିଥାଏ — ୧. Wearing eardrops.
ବରଙ୍କୁ ଗୋପୀଙ୍କର ମକରକୁଣ୍ଡଳିଆଙ୍କୁ—କବିସୂର୍ଯ୍ୟ. ସଙ୍ଗୀତ
୨: କୁଣ୍ଡଳ ପରି ଚକ୍ରାକୃତି; ମୋଡ଼ିମୋଡ଼ିକିଆ — ୨. Spiral.