କୁଣ୍ଡଳିନୀ
ଦେଖଣା
କୁଣ୍ଡଳିନୀ —
ଉଚ୍ଚାରଣ: Kuṇḍaḻinī
ସଂ. ବି. ସ୍ତ୍ରୀ. (କୁଣ୍ଡଳ+ଇନ୍+ସ୍ତ୍ରୀ. ଈ) —
୧: ସର୍ପିଣୀ; ମାଈସାପ — ୧. A female serpent.
୨: ଗୁଳୁଚିଲତା — ୨. A medicinal creeper; Menispermum Glabrum; Coccus Cordifolius.
୩: ଜିଲିବୀ ମିଷ୍ଟାନ୍ନ (ଦେବେନ୍ଦ୍ର. ଦ୍ରବ୍ୟଗୁଣ) — ୩. A kind of spiral sweetmeat.
ସଂ. ବିଣ —
କୁଣ୍ଡଳୀର ସ୍ତ୍ରୀଲିଙ୍ଗ — Feminine of Kuṇḍaḻī