Jump to content

କୁଣ୍ଡଳୀକୃତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡଳୀକୃତ
ଉଚ୍ଚାରଣ: Kuṇḍaḻīkṛuta

ସଂ. ବିଣ. (କୁଣ୍ଡଳ+ଅଭୂତ ତଦ୍ଭାବେ ଚ୍ବି+କୃ ଧାତୁ+ କର୍ମ. ତ) —

ସାପ ପରି ଗୁଡ଼ାଇ ହୋଇଥିବା — Coiled; winding; spiral.