କୁଣ୍ଡାଇବା
ଦେଖଣା
କୁଣ୍ଡାଇବା —
ଉଚ୍ଚାରଣ: Kuṇḍāibā
চুলকান
खुजलाना
ଦେ. କ୍ରି. (ସଂ. କଣ୍ଡୂୟନ) —
୧: ନଖରେ ରାମ୍ପୁଡ଼ିବା — ୧. To scratch with the nails.
୨: ମସ୍ତକର କେଶକୁ ପାନିଆଦ୍ବାରା ନିଜେ ବା ଅନ୍ୟ ବ୍ୟକ୍ତିଦ୍ବାରା ଚିରି ପରିଷ୍କାର କରିବା — ୨. To comb the hair.
୩: ନଖଦ୍ବାରା ରାମ୍ପି ଦେହର ଗଲୁ ବା କଣ୍ଡୁକୁ ଶାନ୍ତ କରିବା — ୩. To scratch for the purpose of relieving itching.