Jump to content

କୁଣ୍ଡାଖିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡାଖିଆ
ଉଚ୍ଚାରଣ: Kuṇḍākhiā

ଦେ. ବିଣ. (ସଂ. କଡ଼ଙ୍ଗର+ଖାଦ ଧାତୁ) —

(ପଶୁ) ଯେ କୁଣ୍ଡା ଖାଏ — (cattle) which are fed with husks of paddy.

ବି —

କୁଣ୍ଡାଖାଇବାର କ୍ରିୟା — The eating of the husks.