କୁଣ୍ଡାଝଡ଼ା
ଦେଖଣା
କୁଣ୍ଡାଝଡ଼ା —
ଉଚ୍ଚାରଣ: Kuṇḍājhaṟḍ̠ā
ঝিরঝিরব্রষ্টি
कुत्र्प्रार, खुरदा
ଦେ. ବି —
ଅତି କ୍ଷୁଦ୍ର କଣାରେ ବର୍ଷା — Rain by driblets or small particles (looking like sprinkling of particles of husks); drizzle.
ଆଠ ଦୁମୁକାଣି ଷୋଳ ଅସରା, ବଚିଶି ଲିଫିଲିଫି ଚଉଷଠୀ କୁଣ୍ଡାଝଡ଼ା, ତେବେ ଯାଇଁ ଚଷାର ହୁଏ ପେଟପୁରା କୃଷିବଚନ