Jump to content

କୁଣ୍ଡାମୁହାଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡାମୁହାଁ
ଉଚ୍ଚାରଣ: Kuṇḍāmuhāñ

ଦେ. ବି —

ଗୋରୁଙ୍କୁ କୁଣ୍ଡାପାଣି ଆଦି ଖାଦ୍ୟ ଦେବା କ୍ରିୟା — The act of feeding cattle with Kuṇḍāpāṇi.

(କୁଣ୍ତାମୁହୀଁ—ସ୍ତ୍ରୀ)

ଦେ. ବିଣ ପୁଂ —

ଶୁଖିଲାମୂହାଁ; ୟାହା ମୁହଁ ସବୁବେଳେ ନୀରସ ଦେଖାଯାଏ; ଭାର୍କୁଣ୍ଡାମୁହାଁ —(a person) with a scowling face.