କୁଣ୍ଡାଶୀ
ଦେଖଣା
କୁଣ୍ଡାଶୀ —
ଉଚ୍ଚାରଣ: Kuṇḍāṡī
ସଂ. ବି. ପୁଂ. (କୁଣ୍ଡ+ଅଶ ଧାତୁ=ଖାଇବା+କର୍ତ୍ତୃ. ଇନ୍; ୧: ମା. ୧: ବ.) —
୧: ଯେଉଁ ବ୍ୟକ୍ତି କୁଣ୍ଡା ବା ଜାରଜ ସନ୍ତାନ ଦ୍ବାରା ପୋଷି ହୁଏ — ୧. A person who is maintained by his illegitimate son.
୨: କୁଟୁଣା —୨. Pander; pimp.
୩: ଧୃତରାଷ୍ଟ୍ରଙ୍କର ଏକ ପୁତ୍ର — ୩. Name of a son of Dhrutarāshṭra.