Jump to content

କୁଣ୍ଡି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡି
ଉଚ୍ଚାରଣ: Kuṇḍi
কুঁড়া कुंडी

ଦେ. ବି. (ସଂ. କୁଣ୍ଡ) —

୧: ଭାଙ୍ଗ ଓ ନାସ ଆଦି ଘୋଟିବା ନିମନ୍ତେ ପ୍ରସ୍ତର— ନିର୍ମିତ କ୍ଷୁଦ୍ର ପାତ୍ର —୧. A small stone- ware pot used to pound small things into powder or paste by stirring a rod in it.

୨: ସ୍ନାନାର୍ଥ ପଥରନିର୍ମିତ ଛୋଟ କୁଣ୍ଡ — ୨. A small bath-tub; wash-tub.

୩: (ସ୍ତ୍ରୀ) ମୋଟୀ ସ୍ତ୍ରୀ — ୩. A curpulent woman.

୪: ଲୁଣ ରାନ୍ଧିବା ସମୟରେ ଲୁଣୀ ପାଣୀକୁ ନିଗାଡ଼ି ରଖିବା ଗର୍ତ୍ତ — ୪. A pit for pouring salt-saturated water for the purpose of the salt being deposited at the bottom.

ପ୍ରାଦେ. (ସମ୍ବଲପୁର) ବି —

କୁଣ୍ଢେଇ; କଣ୍ଢେଇ —A doll.

ଦେ. ବିଣ. ସ୍ତ୍ରୀ —

ସ୍ଥୁଳକାୟା (ସ୍ତ୍ରୀ) — Corpulent (woman).