କୁଣ୍ଡିକା
ଦେଖଣା
କୁଣ୍ଡିକା —
ଉଚ୍ଚାରଣ: Kuṇḍikā
ସଂ. ବି. (କୁଣ୍ଡ+କ୍ଷୁଦ୍ରାର୍ଥେ. କ+ଆ) —
୧: କୁମ୍ଭ; ମାଠିଆ —୧. Pitcher.
୨: କମଣ୍ଡଳୁ — ୨. An ascetic's water-bowl.
କୁଣ୍ଡିକା —
ଉଚ୍ଚାରଣ: Kuṇḍikā
ସଂ. ବି. (କୁଣ୍ଡ+କ୍ଷୁଦ୍ରାର୍ଥେ. କ+ଆ) —
୧: କୁମ୍ଭ; ମାଠିଆ —୧. Pitcher.
୨: କମଣ୍ଡଳୁ — ୨. An ascetic's water-bowl.