Jump to content

କୁଣ୍ଡୁଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡୁଳ
ଉଚ୍ଚାରଣ: Kaṇḍūḻa
(କଣ୍ଡୁଳା—ସ୍ତ୍ରୀ)

ସଂ. ବିଣ. ପୁଂ. (କଣ୍ଡୁ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) —

୧: କଣ୍ଡୁଯୁକ୍ତ — ୧. Suffering from itching.

୨: କୁଣ୍ଡିଆରୋଗୀ; କଣ୍ଡୁରୋଗୀ — ୨. Attacked with itches.

୩: ଗାତ୍ରକଣ୍ଡୁୟନକାରୀ — ୩. Scratching one's body.