Jump to content

କୁଣ୍ଡୁ ଉଠିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡୁ ଉଠିବା
ଉଚ୍ଚାରଣ: Kaṇdtod;u uṭhibā
চুলকানী ওঠা कँडुउठना

ଦେ. ବି. —

୧: ଗଲୁ ଉଠିବା; ଶରୀରର କୌଣସି ସ୍ଥାନ କୁଣ୍ଡାଇ ହେବା —୧. Feeling of itching sensation.

୨: (ଗାଳିରେ ବ୍ୟବହ଼ୃତ) କାମୋନ୍ନାଦ ଉଠିବା — ୨. Feeling of lust.