କୁଣ୍ଡୁ ମରିବା
ଦେଖଣା
କୁଣ୍ଡୁ ମରିବା —
ଉଚ୍ଚାରଣ: Kaṇḍu maribā
চুলকানি মরেযাওয়া
कँडु मरना
ଦେ. ବି —
୧: ଉପଚାର ବା ରମ୍ପାଆଦି ଦ୍ବାରା ଗଲୁ ଶାନ୍ତ ହେବା —୧. Cessation of itching sensation by medicine or scratching.
୨: ମନର ଗଲୁ ଶାନ୍ତ ହେବା — ୨. Cessation or satiation of ardent desire for action.
୩: କାମୋନ୍ନାଦ ପ୍ରଶମିତ ହେବା — ୩. Satisfaction of just.