Jump to content

କୁଣ୍ଡୁ ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡୁ ମାରିବା
ଉଚ୍ଚାରଣ: Kaṇḍu māribā
চুলকামিমরা कँडुमारना

ଦେ. କ୍ରି —

୧: ଉପଚାର ବା ରମ୍ପା ଆଦି ଦ୍ବାରା କଣ୍ଡୁକୁ ଶାନ୍ତ କରିବା —୧. To Satiate itching sensation by medicine or scratching.

୨: ଅନ୍ୟ ବ୍ୟକ୍ତିର ମନର ଗଲୁକୁ କାର୍ଯ୍ୟ ବା ଦଣ୍ତ ଦ୍ବାରା ଥଣ୍ଡା କରିଦେବା —୨. To satiate another person's ardent mental itching by action or by punishment.

୩: କାମୋନ୍ନାଦ ସଙ୍ଗମଦ୍ବାରା ପ୍ରଶମିତ କରିବା — ୩. To satiate one's lust.