Jump to content

କୁଣ୍ଡୂର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡୂର
ଉଚ୍ଚାରଣ: Kaṇḍūra

ସଂ. ବି. (କଣ୍ଡୂ+ରା ଧାତୁ=ଦାନ କରିବା+ଅ) —

୧: ମାଣସାରୁ ଗଛ — ୧. A kind of Taro which prodeces itching when handled.

୨: ବାଇଢଙ୍କ (ଦେଖ) ୨. Bāiḍhaṅka (See)

କଇଁ ଅବିଚାରେ ଆପଣା ଦେହରେ କଣ୍ଡୁର ଆଣି ବୋଳିଲେ ଗୋ ଦୀନକୃଷ୍ଣ—ରସକଲ୍ଲେଳ

ସଂ. ବିଣ —

କଣ୍ଡୂଦାୟକ; ୟାହା ଲାଗିଲେ ଦେହ କୁଣ୍ଡାଇ ହୁଏ — Producing itching.