କୁଣ୍ଡୂୟନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡୂୟନ
ଉଚ୍ଚାରଣ: Kaṇḍūyana

ସଂ. ବି. (କଣ୍ଡୁୟ ନାମ ଧାତୁ+ଭାବ. ଅନ) —

୧: କୁଣ୍ଡାଇ ହେବା; କୁଣ୍ଡାଇବା; ଗଲ ଗଲ ହେବା — ୧. Itching.

୨: କୁଣ୍ଡିଆ; କାଛୁ —୨. Itches.

୩: ଗଲୁ ହେଉଥିବା ସ୍ଥାନକୁ କୁଣ୍ତାଇବା — ୩. The act of scratching.