କୁଣ୍ଡୂୟମାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡୂୟମାନ
ଉଚ୍ଚାରଣ: Kaṇḍūyamāna
(କଣ୍ଡୂୟମାନା—ସ୍ତ୍ରୀ)

ସଂ. ବିଣ. ଫୁ. (କଣ୍ଡୁୟ ନାମ ଧାତୁ+କର୍ତ୍ତୃ. ଶାନଚ୍) —

ଗଲୁ ମାରିବାକୁ ଗଲୁ ସ୍ଥାନକୁ ରାମ୍ପୁଥିବା ବା ଘଷୁଥିବା; କଣ୍ଡୂୟନକାରୀ; ଘର୍ଷଣକାରୀ — Engaged in scratching or rubbing to satiate itching.