କୁଣ୍ଡେଇ କାଣ୍ଡେଇ ହେବା
ଦେଖଣା
କୁଣ୍ଡେଇ କାଣ୍ଡେଇ ହେବା —
ଉଚ୍ଚାରଣ: Kuṇḍei kāṇḍei hebā
ଦେ. କ୍ରି —
୧: ଗଲୁ ମାରିବାକୁ ପରସ୍ପର ଦେହ ରମ୍ପାରମ୍ପି ହେବା — ୧. Scratching one another's limbs (as is done by beasts) for allaying itching.
୨: ମୁଣ୍ଡର କେଶକୁ କୁଣ୍ଡାକୁଣ୍ଡୀ କରି ସଜବାଜ ହେବା — ୨. To fit up one's self by combing and arranging the hair.