କୁଣ୍ଡୋଇ
ଦେଖଣା
କୁଣ୍ଡୋଇ —
ଉଚ୍ଚାରଣ: Kaṇḍoi
ଗ୍ରା. ବି. (ସାଧାରଣତଃ ଏହା ହାଣ୍ଡିଶବ୍ଦସଙ୍ଗେ ସହଚର ରୂପେ ବ୍ୟବହୃତ ହୁଏ) —
କୁଣ୍ଡେଇ; କୁଣ୍ଡେଇ; ପାକପାତ୍ରବିଶେଷ; ହାଣ୍ଡି — A cooking pot.
ଏକ କଣ୍ଡେଇ ଗୋଟିକେ ଭାତ ଯେ ରାନ୍ଧିଲେ ଥାଟୟାକକୁ ଅଣ୍ଟେ ନ ସରେ ପରର୍ଶଲେ ସାରଳା. ମହାଭାରତ. ଆଦି