Jump to content

କୁଣ୍ଡୋଧ୍ନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡୋଧ୍ନୀ
ଉଚ୍ଚାରଣ: Kuṇḍodhnī

ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; କୁଣ୍ଡ+ଉଧସ୍+ସ୍ତ୍ରୀ. ଈ) —

୧: କୁଣ୍ଡପରି ସ୍ତନବିଣିଷ୍ଟା; ଲାଉଆଦୁଧୀ (ସ୍ତ୍ରୀ ବା ପଶୁ) —୧. (woman) Having full breasts.

୨: ବଡ଼ ପହ୍ନା ଥିବା (ଗାଈ) — ୨. A pot-uddered milch cow.