Jump to content

କୁଣ୍ଢା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଢା
ଉଚ୍ଚାରଣ: kuṇḍhā
কোলাকুলি गोद

ଦେ. ବି. (ସଂ. କୁଣ୍ଡ ଧାତୁ=ଗଦା କରିବା; ରକ୍ଷା କରିବା; ସଂ. କୁନ୍ଥ ଧାତୁ= ଆଲିଙ୍ଗନ କରିବା) —

ଗାଢ଼ ଆଲିଙ୍ଗନ — Tight embrace; hugging.

(କୁଣ୍ଢୀ—ସ୍ତ୍ରୀ)

ବିଣ. ପୁଂ —

ମୋଟା ବା ସ୍ଥୂଳାବୟବବିଶିଷ୍ଟ; ଗବ୍ଦଲ୍ଖାସୁ — Corpulent (male); pot-bellied; do- nothing (sort of man).