Jump to content

କୁଣ୍ଢାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଢାଇ
ଉଚ୍ଚାରଣ: Kuṇḍhāi
পুতুল गुड्ड़ा

ଦେ. ବି. (ସଂ. ଗୁଡ଼=ଖେଳିବା ପେଣ୍ଢୁ) —

୧: କଣ୍ଢାଇ; ପିଲାମାନଙ୍କର ଖେଳିବା ପିତୁଳା; ପ୍ରତିମା — ୧. Infant's doll; puppet.

କାଠର କୁଣ୍ଢାଇଟିମାନଙ୍କୁ ନର୍ତ୍ତକ—କୃଷ୍ଣସିଂହ. ମହାଭାରତ. ବନ

୨: ଅତି ସୁନ୍ଦର କୁଣ୍ଢେଇ ପରି ମନୋହର ଶିଶୁ — ୨. A charming tiny infant looking like a doll.