କୁଣ୍ଢିଆଇବା
ଦେଖଣା
କୁଣ୍ଢିଆଇବା —
ଉଚ୍ଚାରଣ: Kuṇḍhiāibā
কোলাকুলিকরা
कौलोमरना; गोदमेलेना
ଦେ. କ୍ରି (ସଂ. କୁନ୍ଥଧାତୁ) —
ଆଲିଙ୍ଗନ କରିବା; କୌଣସି ବ୍ୟକ୍ତିକୁ ବାହୁପାଶରେ ଆବଦ୍ଧ କରିବା — To embrace.
କହିଲେ କୃଷ୍ଣ ଅର୍ଜୁନକୁ କୁଣ୍ଢିଆଇ— କୃଷ୍ଣସିଂହ. ମହାଭାରତ. ସଭା