Jump to content

କୁଣ୍ଢେମୋଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଢେମୋଟ
ଉଚ୍ଚାରଣ: Kuṇḍhemoṭa

ଦେ. ବିଣ —

୧: ୟାହାର ପରିଧି ବା ଗୋଲେଇର ଚାରି ପାଖରେ ବାହା ବୁଲେଇଲେ ଦୁଇହାତର ଅଗ ପରସ୍ପରକୁ ସ୍ପର୍ଶ କରେ — ୧. Having the girth two arms.

୨: (ଲକ୍ଷଣାର୍ଥ) ଗର୍ବସ୍ଫୀତ; ଗର୍ବୀ; ଅହଂକାରଯୁକ୍ତ — ୨ Swollen wilth pride; arrogant.

୩: (ଲକ୍ଷଣାର୍ଥ) ହର୍ଷୋତ୍ଫୁଲ୍ଲ —୩. Overjoyed.

(ଯଥା, ମନାକୁ ଦେଖିଲେ ମୋ ମନ କୁଣ୍ଡେ ମୋଟ ହୋଇଯାଏ)