Jump to content

କୁତନ୍ତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତନ୍ତ୍ର
ଉଚ୍ଚାରଣ: Kutantra

ସଂ. ବି. (କର୍ମଧା; କୁ+ତନ୍ତ୍ର) —

୧: ଲୋକଙ୍କର ବିରକ୍ତିକର ଶାସନପ୍ରଣାଳୀ ବା ନୀତି — ୧. A bad policy; impolitic measure; unpopular administration.

୨: କୁପରାମର୍ଶ (ଜ୍ଞାନେନ୍ଦ୍ର) — ୨. Evil advice.

୩: ଚକ୍ରାନ୍ତ; ଷଡ଼ୟନ୍ତ୍ର —୩. Plot; conspiracy.

(କୁତନ୍ତ୍ରା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି) —

କୁପରାମର୍ଶଦାତା (ଜ୍ଞାନେନ୍ଦ୍ର) — Giving evil advice.