Jump to content

କୁତନ୍ତ୍ରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତନ୍ତ୍ରୀ
ଉଚ୍ଚାରଣ: Kutantrī

ସଂ. ବି. (କୁ+ତନ୍ତ୍ରିନ୍; ୧: ମା. ୧: ବ) —

୧: ଚକ୍ରାନ୍ତକାରୀ ବ୍ୟକ୍ତି — ୧. Conspirator.

୨: କୁପରାମର୍ଶଦାତା ବ୍ୟକ୍ତି —୨. Evil adviser.

୩: କୁତ୍ସିତ ବୀଣା —୩. A bad harp.