Jump to content

କୁତଫର୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତଫର୍ଦ
ଉଚ୍ଚାରଣ: Kutapharda
কুতেরফর্দ कतकाफरद

ଦେ. ବି. (ଓ. କୁତ+ଆ. ଫର୍ଦ) —

ଯେଉଁ କାଗଜରେ କୁତ ଲାଗିଥିବା ଜମି ଓ କୁତ ହୋଇଥିବା ଶସ୍ୟର ପରିମାଣ ଓ କୁତ ନେବା ବ୍ୟକ୍ତିର ନାମ ଆଦି ଲେଖାଯାଏ — A sheet containing a list and particulars of appraisement.