Jump to content

କୁତର୍କ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତର୍କ
ଉଚ୍ଚାରଣ: Kutarka

(କୁତର୍କୀ—ବିଣ. ପୁଂ)

ସଂ. ବି. (କୁ+ତର୍କ) —

୧: ଅୟୌକ୍ତିକ ବାଦାନୁବାଦ — ୧. Fallacious argument; unfair wran gling; foolish argument.

୨: ପରର ଅନିଷ୍ଟ ନିମନ୍ତେ ଷଡ଼୍ୟନ୍ତ୍ର — ୨. conspiracy to injure another.