କୁତଳ
ଦେଖଣା
କୁତଳ —
ଉଚ୍ଚାରଣ: Kutaḻa
ସଂ. ବି —
ସପ୍ତପାତାଳ (ଦେଖ) Saptapātāḻa (See)
କୁତଳ ପ୍ରଳୟ ଲକ୍ଷ ଯୋଜନ ପ୍ରାଚୀ. ପରଚେଗୀତା
ଦେ. ବି —
ଭୂତଳ —The Surface of the earth.
କୁତଳେ ବାସ ଅଞ୍ଚଳେ ନ ଶୋଇବୁ ପଲଙ୍କ ବିନା ଚଞ୍ଚଳେ ଭଞ୍ଜ. ପ୍ରେମସୁଧାନିଧି
କୁତଳ —
ଉଚ୍ଚାରଣ: Kutaḻa
ସଂ. ବି —
ସପ୍ତପାତାଳ (ଦେଖ) Saptapātāḻa (See)
କୁତଳ ପ୍ରଳୟ ଲକ୍ଷ ଯୋଜନ ପ୍ରାଚୀ. ପରଚେଗୀତା
ଦେ. ବି —
ଭୂତଳ —The Surface of the earth.
କୁତଳେ ବାସ ଅଞ୍ଚଳେ ନ ଶୋଇବୁ ପଲଙ୍କ ବିନା ଚଞ୍ଚଳେ ଭଞ୍ଜ. ପ୍ରେମସୁଧାନିଧି