କୁତା
ଦେଖଣା
କୁତା —
ଉଚ୍ଚାରଣ: Kutā
কুত্তা
कुता
(କୁତୀ—ସ୍ତ୍ରୀ)
ଦେ. ବି. ପୁଂ. (ହିୟ କୁତ୍ତା; ସଂ. କୁକ୍କୁର; ତୁଳ. ଲା. କାନିସ୍; ଫ୍ରେ. କାନିନ୍) —
କୁକୁର —Dog.
ବିଲୁଆ ଜନ୍ମ ଯେବେ ୟାଅଇ ତାହାର ହୁଅଇ କୁତୀ ଆଡ଼େ କୁତାର କୁମର କୃଷ୍ଣସିଂହ. ମହାଭାରତ. ଅନୁଶାସନ