କୁତାର ହାଲ୍
ଦେଖଣା
କୁତାର ହାଲ୍ —
ଉଚ୍ଚାରଣ: Kutāra hāl
কুত্তারহাল
कुत्तारकाहाल
ବୈଦେ. ବି. (ଫା. କୁତାକା ହାଲ୍=କୁକୁରର ଅବସ୍ଥା; ଅତ୍ୟନ୍ତ ବ୍ୟତିବ୍ୟସ୍ତ ଦଶା
(ଯେପରି କୁକୁର ଶିକାର ପଛରେ ଦଉଡ଼ି ଦଉଡ଼ି ଅତି ବ୍ୟତିବ୍ୟସ୍ତ ହୋଇଯାଏ ସେହିପରି ଅବସ୍ଥା) — Condition of utter distrees; straits; condition of being overpowered and fed up (like a dog after chasing its prey).
(ଯଥା—ସେ ବର୍ତ୍ତମାନ ମତେ କଷ୍ଟ ଦେଉଛି; ମୁଁ ପରେ ତାକୁ କୁତାର ହାଲ୍ କରିବି ଯେ)