Jump to content

କୁତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତି
ଉଚ୍ଚାରଣ: Kuti

ପ୍ରାଦେ. (ସମ୍ବଲପୁର) ଅ —

(ଅନ୍ୟ ଶଦ୍ଦ ସଙ୍ଗେ ବ୍ୟବହୃତ ହୁଏ) —

ଆଡ଼କୁ; ଦିଗକୁ —Towards; to the direction of

(ଯଥା—ଏ କୁତି, ସେ କୁତି ଇତ୍ୟାଦି)