କୁତୁକ
ଦେଖଣା
କୁତୁକ —
ଉଚ୍ଚାରଣ: Kutuka
ସଂ. ବି. (କୁତୁ=କୁତ୍କୁତ୍ ଧ୍ଵନି+କୈ ଧାତୁ+କର୍ତ୍ତୃ. ଅ) —
୧: କୌତୁହଳ —୧. Curiosity.
୨: ଇଚ୍ଛା —୨. Desire; inclination.
୩: ଆନନ୍ଦ —୩. Joy.
୪: ଔତ୍ସୁକ୍ୟ —୪. Eagerness; ardour
ଦେ. ବି —
କୌତୁକ —Sport.
ସରଇ କି ଶୋକ କୁସୁମ କୁତୁକେ ଫିଙ୍ଗି ମୋ ପରେ ଯେଉଁ ବାସରେ ଭଞ୍ଜ. ପ୍ରେମସୁଧାନିଧି