Jump to content

କୁତୁପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତୁପ
ଉଚ୍ଚାରଣ: Kutupa

ସଂ. ବି.—(କୁତ+ଉପ) —

୧: ଚର୍ମନିର୍ମିତ ତୈଳପାତ୍ର ବା କୁମ୍ପା; ଚର୍ମନର୍ମିତ କ୍ଷୁଦ୍ର ତୈଳଧାର; ତେଲକୁମ୍ପି — ୧. An oil-bottle of leather.

୨: କୁତପ ୧: (ଦେଖ) ୨. Kutapa ୧ (See)