କୁତୁରାଇବା
ଦେଖଣା
କୁତୁରାଇବା —
ଉଚ୍ଚାରଣ: Kuturāibā
ଦେ. କ୍ରି. —
୧: କୁତ୍କୁତ୍ କରିବା — ୧. To titillate or tickle a person.
୨: କୌଣସି ବସ୍ତୁରେ ହାତର ଆଙ୍ଗୁଠି ପୁରାଇ ଆଙ୍ଗୁଠି ଆଗକୁ ଇତସ୍ତତଃ ଚାଳିବା —୨. To stir a thing slightly by thrusting the fingers into it.