Jump to content

କୁତ୍କୁତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତ୍କୁତି
ଉଚ୍ଚାରଣ: Kutkuti

ଦେ. ବି —

୧: ଦେହରେ ଯେଉଁ ସଦ୍ଧିସ୍ଥଳରେ ଅଳ୍ପ ମାତ୍ର ଅଙ୍ଗୁଳି ଚାଳନ କରିବା ମାତ୍ରେ ହର୍ଷ ଓ ରୋମା଼ଞ୍ଚ ଉତ୍ପାଦିତ ହୁଏ —୧. Tender parts of the body prone to titillation at a slight fingering.

୨: ଅଳ୍ପ ମାତ୍ରାରେ କୁତ୍କୁତ୍ କଲେ ଶୀଘ୍ର ବା ଅକ୍ଳେଶରେ ରୋମାଞ୍ଚିତ ବା ହୃଷ୍ଟ ହେବାର ପ୍ରକୃତି — ୨. Proneness to be excited by titillation (more easily than other).