Jump to content

କୁତ୍କୁତେଈ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତ୍କୁତେଈ
ଉଚ୍ଚାରଣ: Kutkuteī

ଦେ. ବିଣ. ସ୍ତ୍ରୀ —

ଯେଉଁ ସ୍ତ୍ରୀ ଲୋକ ମାମାନ୍ୟ କୁତ୍— କୁତାରେ ହର୍ଷମୟୀ ଓ ରୋମାଞ୍ଚିତା ହୋଇ ପଡ଼େ — (woman) prone to be easily titillated or cited at a slight touch in tender parts.