Jump to content

କୁତ୍କୁତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତ୍କୁତ୍
ଉଚ୍ଚାରଣ: Kutkut
কুতুকুতু खुदखुदाना

ଦେ. ବି. (ସଂ. କୁତୁ=କୌତୁକ) —

୧: ଦେହର ସନ୍ଧିସ୍ଥଳରେ ଅଙ୍ଗୁଳିଚାଳନ — ୧. Titillation; tickling.

୨: ଦେହର ସନ୍ଧିସ୍ଥଳରେ ଅଙ୍ଗୁଳିଚାଳନଜନିତ ହର୍ଷ ବା ରୋମାଞ୍ଚ — ୨. Sensation of tingling due to touching soft and sensitive parts of the limbs by finger-tips.